ମୁମ୍ବାଇର ବାନ୍ଦ୍ରା ରେଳ ଷ୍ଟେସନରେ ଏକାଠି ହେଲେ ହଜାର ହଜାର ପ୍ରବାସୀ ଶ୍ରମିକ:ଘରକୁ ଫେରିବାକୁ ଜିଦ୍

ମୁମ୍ବାଇ : ଦେଶରେ କଲଡାଉନ ସମୟ ଆଉ ୧୯ ଦିନ ପାଇଁ ବୃଦ୍ଧି ହେବା ନେଇ ହତାସ ହୋଇପଡ଼ିଛନ୍ତି ମୁମ୍ବାଇରେ କାମ କରୁଥିବା ଉତ୍ତରପ୍ରଦେଶ, ବିହାର ପଶ୍ଚିମବଙ୍ଗର ଶ୍ରମିକ। ଆଜି ହଜାର ହଜାର ଶ୍ରମିକ ମୁମ୍ବାଇର ବାନ୍ଦ୍ରା ଷ୍ଟେସନଠାରେ ଏକତ୍ରିତ ହୋଇ ବିକ୍ଷୋଭ କରିଛନ୍ତି। ସେମାନଙ୍କୁ ଘଉଡ଼େଇବା ଲାଗି ପୁଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା। ମିଳିଥିବା ସୂଚନା ଅନୁସାରେ ଆଜି ଲକଡାଉନ ସମାପ୍ତହୋଇ ଆସନ୍ତା କାଲିଠାରୁ ଟ୍ରେନ,ବସ ଆଦି ଚଳାଚଳ … Continue reading ମୁମ୍ବାଇର ବାନ୍ଦ୍ରା ରେଳ ଷ୍ଟେସନରେ ଏକାଠି ହେଲେ ହଜାର ହଜାର ପ୍ରବାସୀ ଶ୍ରମିକ:ଘରକୁ ଫେରିବାକୁ ଜିଦ୍